ଗବେଷଣା

EMBIBE ସ୍କୋର୍ ଅନୁପାତ: ଆଉଟକମ୍‌ରେ ସୁଧାର ଆଣିବାକୁ ମେସିନ୍ ଲର୍ଣ୍ଣିଂ

ତାରିଖ : ନଭେମ୍ବର 2022

ଅଧିକ ପଢ଼ନ୍ତୁ
EMBIBE ସ୍କୋର୍ ଅନୁପାତ: ଆଉଟକମ୍‌ରେ ସୁଧାର ଆଣିବାକୁ ମେସିନ୍ ଲର୍ଣ୍ଣିଂ

ଗବେଷଣା

EMBIBE ସ୍କୋର୍ ଅନୁପାତ: ଆଉଟକମ୍‌ରେ ସୁଧାର ଆଣିବାକୁ ମେସିନ୍ ଲର୍ଣ୍ଣିଂ

ତାରିଖ : ନଭେମ୍ବର 2022

EMBIBE ସ୍କୋର୍ ଅନୁପାତ: ଆଉଟକମ୍‌ରେ ସୁଧାର ଆଣିବାକୁ ମେସିନ୍ ଲର୍ଣ୍ଣିଂ ଆମେ ବିଶ୍ୱାସ କରୁ ଉନ୍ନତିର କେନ୍ଦ୍ରରେ ହିଁ ମାପ କାର୍ଯ୍ୟ ହୋଇଥାଏ – ଯାହା ମାପ କରାଯାଇପାରେ, ତାହା ଉନ୍ନତ ହୋଇପାରିବ । Embibe ସ୍କୋର୍ ଅନୁପାତ ହେଉଛି ଏକ ସାଂଖ୍ୟିକ ପାରାମିଟର ଯାହା ଏକ ପରୀକ୍ଷାରେ ଛାତ୍ରଙ୍କ ସ୍କୋର୍ କରିବାର ଦକ୍ଷତାକୁ କ୍ୟାପଚର୍ କରିଥାଏ । Embibe ସ୍କୋର୍ ଅନୁପାତର ନିମ୍ନଲିଖିତ ଗୁଣ ରହିଛି: ନିମ୍ନୋକ୍ତ ଦୃଷ୍ଟିଗୁଡିକ ବ୍ୟବହାର କରି ପାରାମିଟରଗୁଡିକ ନିରୂପଣ ସହ ଜଣେ ଶିକ୍ଷାର୍ଥୀଙ୍କ ସ୍କୋର୍ ଅନୁପାତକୁ ଗଣନା କରିବା ଲାଗି Embibe ଏକ ଆଲଗୋରିଦମ୍ ବିକଶିତ କରିଛି: Embibe ସ୍କୋର୍ ଅନୁପାତ ତିନୋଟି ଅର୍ଥୋଗୋନାଲ୍ ଅକ୍ଷରେ ପ୍ରୋଜେକ୍ଟ ହୋଇଛି – ଏକାଡେମିକ୍, ଆଚରଣଗତ ଏବଂ ଟେଷ୍ଟ ଦେବା….

ଅଧିକ ପଢ଼ନ୍ତୁ

ଗବେଷଣା

ବ୍ୟକ୍ତିଗତ ଶିକ୍ଷା ପାଇଁ ଇଣ୍ଟେଲିଜେଣ୍ଟ୍ ସର୍ଚ୍ଚ

ତାରିଖ : ନଭେମ୍ବର 2022

ବ୍ୟକ୍ତିଗତ ଶିକ୍ଷା ପାଇଁ ଇଣ୍ଟେଲିଜେଣ୍ଟ୍ ସର୍ଚ୍ଚ ଯେତେବେଳେ ୟୁଜରମାନେ ଖୋଜୁଥିବା ସୂଚନା ବିତରଣ କରିବା କଥା ଆସେ, ସେଠାରେ ଦୁଇଟି ୟୁଜର ଅଭିଜ୍ଞତା ଉହାହରଣ ରହିଛି । ପ୍ରଥମଟି ଏକ ସୁସଜ୍ଜିତ, ମେନୁ-ଆଧାରିତ ନାଭିଗେସନ୍ ସିଷ୍ଟମ୍ ସହିତ ଜଡିତ । ଦ୍ୱିତୀୟଟି ହେଉଛି ସର୍ଚ୍ଚ ଯାହା ୟୁଜର ପ୍ରଶ୍ନ ଆଧାରରେ ବିଷୟବସ୍ତୁ ପ୍ରଦାନ କରିଥାଏ । ବର୍ତ୍ତମାନ ସର୍ଚ୍ଚ ହେଉଛି ଏକ ଅତ୍ୟାଧୁନିକ ପଦ୍ଧତି ଯାହା ଦ୍ୱାରା ଆମେ ୱେବରେ ସୂଚନା ଖୋଜିଥାଉ । ଯେତେବେଳେ ମେନୁ-ଆଧାରିତ ସିଷ୍ଟମ୍ ୟୁଜରମାନଙ୍କୁ ସେମାନେ ଖୋଜୁଥିବା ତଥ୍ୟର ସଠିକ୍ ଅଂଶକୁ ନେଇଯାଇଥାଏ, ସୀମିତ ସଂଖ୍ୟକ ମେନୁ ରହିଲେ ଏହା ଏକ ବିକଳ୍ପ ଭାବେ କାମ କରିବାର କ୍ଷମତା ହ୍ରାସ ପାଏ, କାହିଁକି ନା ସୂଚନା ଜଗତ….

ଅଧିକ ପଢ଼ନ୍ତୁ
ବ୍ୟକ୍ତିଗତ ଶିକ୍ଷା ପାଇଁ ଇଣ୍ଟେଲିଜେଣ୍ଟ୍ ସର୍ଚ୍ଚ
ଲର୍ଣ୍ଣିଂ ଆଉଟକମ୍ AI ଷ୍ଟାକ୍ ଗଠନ

ଗବେଷଣା

ଲର୍ଣ୍ଣିଂ ଆଉଟକମ୍ AI ଷ୍ଟାକ୍ ଗଠନ

ତାରିଖ : ନଭେମ୍ବର 2022

ଲର୍ଣ୍ଣିଂ ଆଉଟକମ୍ AI ଷ୍ଟାକ୍ ଗଠନ Embibe ପ୍ରତିଷ୍ଠା ହେବା ଠାରୁ ହିଁ ଏକ ଡାଟା-ଚାଳିତ, ଡାଟା-କୈନ୍ଦ୍ରିକ, ଡାଟା ଆଶାୟୀ କମ୍ପାନୀ ଭାବେ ନିଜର ପରିଚୟ ପାଇଛି । କମ୍ପାନୀ ପ୍ରଥମରୁ ଜାଣିଛି ଯେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷାକୁ ପର୍ସନାଲାଇଜେସନ୍ କରିବାରେ ସକ୍ଷମ ହେବାରେ ତଥ୍ୟ ହେଉଛି ପ୍ରମୁଖ ଉପାଦାନ । ତେବେ, ଡାଟା କେବଳ ଅଧା କାର୍ଯ୍ୟ କରିଥାଏ । ଟେକ୍ନୋଲୋଜି ବ୍ୟବହାର କରି ଶିକ୍ଷାର ପର୍ସନାଲାଇଜେସନ୍ ହେଉଛି ଏକ ଚ୍ୟାଲେଞ୍ଜିଂ ସମସ୍ୟା ଯାହା ପାଇଁ ଉନ୍ନତ ଆଲଗୋରିଦମଗୁଡିକର ଇଣ୍ଟରପ୍ଲେ ଆବଶ୍ୟକ ହୋଇଥାଏ, ଯାହା ଏକାଧିକ ସବ୍-ଡୋମେନ୍ ମଧ୍ୟରେ ବିପୁଳ ପରିମାଣର ତଥ୍ୟକୁ ବ୍ୟବହାର କରିପାରିବ । Embibe ରେ, ଆମେ ବିଶ୍ୱାସ କରୁ ଯେ ଜନ୍ମରୁ କେହି ନେତୃତ୍ୱ….

ଅଧିକ ପଢ଼ନ୍ତୁ

ଗବେଷଣା

ସ୍ମାର୍ଟ ଟ୍ୟାଗିଂ – ଇଣ୍ଟେଲିଜେଣ୍ଟ୍ କଣ୍ଟେଣ୍ଟ୍ ପାଇବା ଦିଗରେ

ତାରିଖ : ନଭେମ୍ବର 2022

ସ୍ମାର୍ଟ ଟ୍ୟାଗିଂ – ଇଣ୍ଟେଲିଜେଣ୍ଟ୍ କଣ୍ଟେଣ୍ଟ୍ ପାଇବା ଦିଗରେ ଶିକ୍ଷାର୍ଥୀମାନଙ୍କର କନସେପ୍ଟ ବିଷୟରେ ବୁଝିବା ପାଇଁ ବ୍ୟବହୃତ ଅନଲାଇନ୍ ମୂଲ୍ୟାଙ୍କନ, ମୂଲ୍ୟାଙ୍କନ ବ୍ୟବସ୍ଥାରେ ବ୍ୟବହୃତ ପ୍ରଶ୍ନଗୁଡିକର କନସେପ୍ଟ ଏବଂ ଅନ୍ୟାନ୍ୟ ମେଟାଡାଟା ସହିତ ଟ୍ୟାଗ୍ ହେବା ଆବଶ୍ୟକ କରେ, ଯେପରି କଠିନତା ସ୍ତର, ସମାଧାନ ପାଇଁ ଆବଶ୍ୟକ ସମୟ, କୌଶଳ ଇତ୍ୟାଦି, ଯାହା ଶିକ୍ଷାର୍ଥୀଙ୍କ କନସେପ୍ଟକୁ ଚିହ୍ନିବା ପାଇଁ ବ୍ୟବହୃତ ହୋଇପାରେ । କେଉଁ କନସେପ୍ଚରେ ଶିକ୍ଷାର୍ଥୀଜଣକ ଦୁର୍ବଳ କିମ୍ବା ବିଷୟବସ୍ତୁକୁ ନେଇ କେଉଁ ସ୍ତରରେ ତାର ବୋଧ କେତେ, ତାହା ଚିହ୍ନଟ କରିବା ପାଇଁ ଏହାକୁ ବ୍ୟବହାର କରାଯାଇପାରେ । ସାଧାରଣତଃ ବିଶେଷଜ୍ଞ ଫାକଲ୍ଟିମାନଙ୍କ ଦ୍ୱାରା ମେଟାଡାଟା ଟ୍ୟାଗିଂ ମାନୁଆଲ୍ ଭାବେ କରାଯାଇଥାଏ । ତେବେ, ପ୍ରଶ୍ନଗୁଡିକର ଏକ ବୃହତ ଡାଟାସେଟ୍….

ଅଧିକ ପଢ଼ନ୍ତୁ
ସ୍ମାର୍ଟ ଟ୍ୟାଗିଂ – ଇଣ୍ଟେଲିଜେଣ୍ଟ୍ କଣ୍ଟେଣ୍ଟ୍ ପାଇବା ଦିଗରେ
ଇଣ୍ଟେଲିଜେଣ୍ଟ୍ ଟେଷ୍ଟ ଜେନେରେସନ୍

ଗବେଷଣା

ଇଣ୍ଟେଲିଜେଣ୍ଟ୍ ଟେଷ୍ଟ ଜେନେରେସନ୍

ତାରିଖ : ନଭେମ୍ବର 2022

ଇଣ୍ଟେଲିଜେଣ୍ଟ୍ ଟେଷ୍ଟ ଜେନେରେସନ୍ ଯେତେବେଳେ ବିଦ୍ୟାର୍ଥୀମାନଙ୍କ ମୂଲ୍ୟାଙ୍କନ କରିବା କଥା ଆସେ, ଟେଷ୍ଟ ପେପର୍-ଆଧାରିତ ମୂଲ୍ୟାୟନ ଏବେ ବି ସମଗ୍ର ବିଶ୍ୱରେ ସବୁଠାରୁ ଲୋକପ୍ରିୟ ପଦ୍ଧତି ଅଟେ । ଟେଷ୍ଟ ପେପର୍‌ର ଉଦ୍ଦେଶ୍ୟ ହେଉଛି ଏକ ବୃହତ ଶିକ୍ଷାର୍ଥୀଙ୍କୁ ମୂଲ୍ୟାଙ୍କନ କରିବା, ସେମାନଙ୍କୁ ସେମାନଙ୍କର ଏକାଡେମିକ୍ ଦକ୍ଷତା ଉପରେ ବିଚାର କରିବା ଏବଂ ସେମାନଙ୍କୁ ବିଭିନ୍ନ ଦକ୍ଷତା ବ୍ୟାଣ୍ଡରେ ଶ୍ରେଣୀଭୁକ୍ତ କରିବା । ତେଣୁ, ଟେଷ୍ଟ ପେପର୍‌ରେ ଭିନ୍ନ ପ୍ରକାରର ବିଷୟ, ସିଲାବସ୍ କଭରେଜ୍ ଓ ଅସୁବିଧା ଭିନ୍ନତା ବିଶିଷ୍ଟ ପ୍ରଶ୍ନଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ସ୍ୱୟଂଚାଳିତ ଭାବରେ ପରୀକ୍ଷାର ସ୍ତର ସହିତ ମେଳଖାଉଥିବା ଉଚ୍ଚ-ଗୁଣାତ୍ମକ ଟେଷ୍ଟ ସୃଷ୍ଟି କରିବାକୁ କୌଣସି ବ୍ୟାବସାୟିକ ପ୍ରୟୋଗ ନଥିଲେ, ଟେଷ୍ଟ ପ୍ରସ୍ତୁତି ମୁଖ୍ୟତଃ ଏକ ମାନୁଆଲ୍….

ଅଧିକ ପଢ଼ନ୍ତୁ

ଗବେଷଣା

1PL ଆଇଟମ୍ ରେସପନ୍ସ ଥିଓରୀ ଦ୍ୱାରା ମାନକୀକୃତ ଟେଷ୍ଟରେ ବିଦ୍ୟାର୍ଥୀଙ୍କ ସ୍କୋର୍‌ର ପୂର୍ବାନୁମାନ

ତାରିଖ : ନଭେମ୍ବର 2022

1PL ଆଇଟମ୍ ରେସପନ୍ସ ଥିଓରୀ ଦ୍ୱାରା ମାନକୀକୃତ ଟେଷ୍ଟରେ ବିଦ୍ୟାର୍ଥୀଙ୍କ ସ୍କୋର୍‌ର ପୂର୍ବାନୁମାନ Embibeରେ, ଆମେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷଣ ତତ୍ତ୍ୱ, ଶିକ୍ଷା ଗବେଷଣାରୁ ପ୍ରସ୍ତୁତ ମଡେଲ୍ ଓ ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ନେଇ ମାନକ ପରୀକ୍ଷାରେ ସେମାନଙ୍କର ସ୍କୋର୍‌କୁ ବଢାଇବାରେ ସାହାଯ୍ୟ କରୁ । ଆଇଟମ୍ ରେସପନ୍ସ ଥିଓରୀ[1, 2] ନାମକ ଏକ ବହୁଳ ବ୍ୟବହୃତ ମଡେଲ୍ ବିଦ୍ୟାର୍ଥୀମାନଙ୍କ ଦକ୍ଷତା କିମ୍ବା ଦକ୍ଷତା ସ୍ତର ତଥା ଉତ୍ତର ଦେବାକୁ ପ୍ରୟାସ କରାଯାଉଥିବା ପ୍ରଶ୍ନର କଠିନତା ସ୍ତର ଆକଳନ କରି ପ୍ରଶ୍ନର ସଠିକ୍ ଉତ୍ତର ଦେବାର ସମ୍ଭାବନାକୁ ପୂର୍ବାନୁମାନ କରେ । ଏହା ପ୍ରଥମେ 1960 ଦଶକରେ ପ୍ରସ୍ତାବ ଦିଆଯାଇଥିଲା ଏବଂ ଏହାର ଅନେକ ସ୍ୱରୂପ ରହିଛି, ଯେପରିକି 1PL ମଡେଲ୍[2, 3] ଏବଂ….

ଅଧିକ ପଢ଼ନ୍ତୁ
1PL ଆଇଟମ୍ ରେସପନ୍ସ ଥିଓରୀ ଦ୍ୱାରା ମାନକୀକୃତ ଟେଷ୍ଟରେ ବିଦ୍ୟାର୍ଥୀଙ୍କ ସ୍କୋର୍‌ର ପୂର୍ବାନୁମାନ
କ୍ୱେଶ୍ଚିନ୍ ଡିସ୍କ୍ରିମିନେସନ୍ ଫ୍ୟାକ୍ଟର

ଗବେଷଣା

କ୍ୱେଶ୍ଚିନ୍ ଡିସ୍କ୍ରିମିନେସନ୍ ଫ୍ୟାକ୍ଟର

ତାରିଖ : ନଭେମ୍ବର 2022

କ୍ୱେଶ୍ଚିନ୍ ଡିସ୍କ୍ରିମିନେସନ୍ ଫ୍ୟାକ୍ଟର ଲକ୍ଷ୍ୟ ଧାର୍ଯ୍ୟ ଲର୍ଣ୍ଣିଂ ଆଉଟକମ୍‌ରେ କିପରି ପ୍ରଦର୍ଶନ ହୋଇଛି, ତାହା ନିରୂପଣ କରିବା ପାଇଁ ଟେଷ୍ଟ ହେଉଛି ଶିକ୍ଷାର୍ଥୀମାନଙ୍କ ଦ୍ୱାରା ବ୍ୟବହୃତ ସର୍ବାଧିକ ପସନ୍ଦର ମୂଲ୍ୟାଙ୍କନ କୌଶଳ । ତେଣୁ, ବିଦ୍ୟାର୍ଥୀମାନଙ୍କର ଶିକ୍ଷଣର ଅଭାବ ଚିହ୍ନଟ କରିବା ଏବଂ ବିଦ୍ୟାର୍ଥୀମାନଙ୍କ ଶିକ୍ଷଣକୁ ବଢାଇବା ପାଇଁ ଟେଷ୍ଟ ନିରପେକ୍ଷ ଏବଂ ପ୍ରଭାବଶାଳୀ ହେବା ଆବଶ୍ୟକ । ଏସବୁ ଲକ୍ଷ୍ୟଗୁଡିକ ପୂରଣ କରିବାକୁ ହେଲେ ଦେଖିବାକୁ ହେବ ଯେ ଏହି ଟେଷ୍ଟର ପ୍ରତ୍ୟେକ ପ୍ରଶ୍ନ କେତେ ପ୍ରାସଙ୍ଗିକ । ଏହିପରି, ଆଇଟମ୍ ବା ପ୍ରଶ୍ନ ବିଶ୍ଳେଷଣ ଦ୍ୱାରା ଏକ ଟେଷ୍ଟର ବିଶ୍ୱସନୀୟତା ବୃଦ୍ଧି କରାଯାଇପାରିବ, ଯେଉଁଠାରେ ଶିକ୍ଷାର୍ଥୀମାନଙ୍କ ଉତ୍ତର ପ୍ରତ୍ୟେକ କାର୍ଯ୍ୟଦକ୍ଷତା କିମ୍ବା ମୂଲ୍ୟାଙ୍କନ ପାଇଁ ବ୍ୟବହାର କରାଯାଇଥାଏ । ଆଇଟମ୍….

ଅଧିକ ପଢ଼ନ୍ତୁ

ଗବେଷଣା

ଡିଡୁପ୍ଲିକେସନ୍: ଏକ ବୈଷୟିକ ଅବଲୋକନ

ତାରିଖ : ନଭେମ୍ବର 2022

ଡିଡୁପ୍ଲିକେସନ୍: ଏକ ବୈଷୟିକ ଅବଲୋକନ ଏକ EdTech ପ୍ଲାଟଫର୍ମ ଭାବରେ, Embibe ଶିକ୍ଷଣ ବସ୍ତୁର ଏକ ବିଶାଳ ପୁଲ୍‌ର ଯତ୍ନ ନିଏ ଏବଂ ପରିଚାଳନା କରେ, ଯାହା ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଶିକ୍ଷଣ ଆବଶ୍ୟକତା ପୂରଣ କରିବା ପାଇଁ ପରିବେଷଣ କରାଯାଇପାରେ । ବ୍ୟବହାରକାରୀଙ୍କୁ ଯେକୌଣସି ଏକାଡେମିକ୍ କନସେପ୍ଟ ସହିତ ପରିଚିତ କରାଇବା ପାଇଁ ଏହି ବିଷୟବସ୍ତୁ ପୁଲ୍‌ରେ ମୁଖ୍ୟତଃ ଭିଡିଓ, ଏକ୍ସପ୍ଲେନର୍, ଇଣ୍ଟରାକ୍ଟିଭ୍ ଲର୍ଣ୍ଣିଂ ଉପାଦାନ ପରି ବିଷୟବସ୍ତୁ ଥାଏ । ଆହୁରି ମଧ୍ୟ, ଏଥିରେ ପ୍ରଶ୍ନଗୁଡିକ ରହିଥାଏ ଯାହା ଗେମିଫାଏଡ୍ ପ୍ରାକ୍ଟିସ୍ ଏବଂ ଟେଷ୍ଟ ଅଭିଜ୍ଞତା ପ୍ରଦାନ କରିବାକୁ ଠିକ୍ ଭାବରେ ଏକତ୍ର ହୋଇପାରିବ । Embibe ରେ ପ୍ରାକ୍ଟିସ୍ ଏବଂ ଟେଷ୍ଟ ଷ୍ଟୋରୀଲାଇନ୍ ଅଧୀନରେ ବ୍ୟବହାରକାରୀ ଯୋଗଦାନ ଆମକୁ ଗୁରୁତ୍ୱପୂର୍ଣ୍ଣ….

ଅଧିକ ପଢ଼ନ୍ତୁ
ଡିଡୁପ୍ଲିକେସନ୍: ଏକ ବୈଷୟିକ ଅବଲୋକନ
ପର୍ସନାଲାଇଜଡ୍ ସର୍ଚ୍ଚ ପାଇଁ ଲର୍ଣ୍ଣିଂ-ଟୁ-ରାଙ୍କ୍

ଗବେଷଣା

ପର୍ସନାଲାଇଜଡ୍ ସର୍ଚ୍ଚ ପାଇଁ ଲର୍ଣ୍ଣିଂ-ଟୁ-ରାଙ୍କ୍

ତାରିଖ : ନଭେମ୍ବର 2022

ପର୍ସନାଲାଇଜଡ୍ ସର୍ଚ୍ଚ ପାଇଁ ଲର୍ଣ୍ଣିଂ-ଟୁ-ରାଙ୍କ୍ Embibe ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଲର୍ଣ୍ଣିଂ ଆଉଟକମ୍‌କୁ ଉନ୍ନତ କରିବାରେ ସାହାଯ୍ୟ କରେ ଏବଂ ମେନୁ ଚାଳିତ ନାଭିଗେସନ୍ ସିଷ୍ଟମ୍ ପରିବର୍ତ୍ତେ Embibeର ବ୍ୟକ୍ତିଗତ ସର୍ଚ୍ଚ ଇଞ୍ଜିନ୍ ବ୍ୟବହାର କରି ସେମାନେ ଆବଶ୍ୟକ କରୁଥିବା ବିଷୟବସ୍ତୁ ଖୋଜିବାର ଏହା ହେଉଛି ମୁଖ୍ୟ ମାଧ୍ୟମ । ୱେବ୍ ସର୍ଚ୍ଚର ବିକାଶ ଯୋଗୁଁ ବ୍ୟବହାରକାରୀମାନେ ଆଜି ଖୋଜୁଥିବା ଫଳାଫଳର ସଠିକ୍ ପୃଷ୍ଠା ପାଇବାକୁ ଆଶା ରଖିଥାନ୍ତି । Embibeରେ ଥିବା ବିଷୟବସ୍ତୁର ପରିମାଣ ଏକ ବିରାଟ ଭଣ୍ଡାର ଏବଂ ଏଥିରେ ଅଧ୍ୟୟନ ସାମଗ୍ରୀ, ଭିଡିଓ, ପ୍ରାକ୍ଟିସ୍ ପ୍ରଶ୍ନ, ଟେଷ୍ଟ, ଆର୍ଟିକିଲ୍ ଏବଂ ସମ୍ବାଦ ଆଇଟମ୍, ପରୀକ୍ଷା, ବିଷୟ, ୟୁନିଟ୍, ଅଧ୍ୟାୟ, କନସେପ୍ଟ ଆଦି ଅନ୍ତର୍ଭୁକ୍ତ । ୟୁଜର୍‌ମାନଙ୍କୁ ଯଥାସମ୍ଭବ କାର୍ଯ୍ୟକ୍ଷମ ବିଷୟବସ୍ତୁକୁ ଦର୍ଶାଇବାକୁ….

ଅଧିକ ପଢ଼ନ୍ତୁ

ଗବେଷଣା

ଫ୍ରି ଟେକ୍ସଟ୍ ପାଠ୍ୟ ଉତ୍ତର ଆଧାରିତ ପ୍ରଶ୍ନର ସ୍ୱୟଂଚାଳିତ ମୂଲ୍ୟାଙ୍କନ

ତାରିଖ : ନଭେମ୍ବର 2022

ଫ୍ରି ଟେକ୍ସଟ୍ ପାଠ୍ୟ ଉତ୍ତର ଆଧାରିତ ପ୍ରଶ୍ନର ସ୍ୱୟଂଚାଳିତ ମୂଲ୍ୟାଙ୍କନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣକାରୀମାନଙ୍କୁ ଅଧିକାଂଶ ବସ୍ତୁନିଷ୍ଠ ପ୍ରଶ୍ନର ସମାଧାନ କରିବାକୁ ପଡେ । ଏଥିରେ ପ୍ରଦତ୍ତ ଉତ୍ତରଗୁଡିକ ମଧ୍ୟରୁ ଏକ କିମ୍ବା ଏକାଧିକ ଉତ୍ତର ବାଛିବାକୁ ପଡିଥାଏ କିମ୍ବା ଏଭଳି ପ୍ରଶ୍ନ ଥାଏ ଯାହା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ସାଂଖ୍ୟିକ ମୂଲ୍ୟରେ ଉତ୍ତର ଦେବାକୁ ପଡେ । ବସ୍ତୁନିଷ୍ଠ ପ୍ରଶ୍ନ ଆଧାରରେ ହୋଇଥିବା ଟେଷ୍ଟର ମୂଲ୍ୟାୟନ ପ୍ରକ୍ରିୟା ସ୍ପଷ୍ଟ ଏବଂ ଏଥିରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ନଥାଏ । ତେବେ, ବୋର୍ଡ ପରୀକ୍ଷା ଭଳି ଅନେକ ପରୀକ୍ଷାରେ ଏଭଳି କିଛି ପ୍ରଶ୍ନ ଥାଏ, ଯାହାର ଫ୍ରି ଟେକ୍ସ ଉତ୍ତର ବା ଦୀର୍ଘ ଉତ୍ତରମୂଳକ ହୋଇଥାଏ । ଏଭଳି ଅସୀମିତ ପାଠ୍ୟ ଉତ୍ତରଗୁଡିକର ମୂଲ୍ୟାଙ୍କନକୁ ନେଇ ଏବେ….

ଅଧିକ ପଢ଼ନ୍ତୁ
ଫ୍ରି ଟେକ୍ସଟ୍ ପାଠ୍ୟ ଉତ୍ତର ଆଧାରିତ ପ୍ରଶ୍ନର ସ୍ୱୟଂଚାଳିତ ମୂଲ୍ୟାଙ୍କନ
ନଲେଜ୍ ଗ୍ରାଫ୍ ନୋଡ୍‌ର ସ୍ୱୟଂଚାଳିତ ଅନ୍ୱେଷଣ

ଗବେଷଣା

ନଲେଜ୍ ଗ୍ରାଫ୍ ନୋଡ୍‌ର ସ୍ୱୟଂଚାଳିତ ଅନ୍ୱେଷଣ

ତାରିଖ : ନଭେମ୍ବର 2022

ନଲେଜ୍ ଗ୍ରାଫ୍ ନୋଡ୍‌ର ସ୍ୱୟଂଚାଳିତ ଅନ୍ୱେଷଣ ଉପକ୍ରମ: Embibe ନଲେଜ୍ ଗ୍ରାଫ୍ ହେଉଛି ଏକ ପାଠ୍ୟକ୍ରମ-ଆଗ୍ନୋଷ୍ଟିକ୍ ବହୁ-ଆୟାମୀ ଗ୍ରାଫ୍, ଯାହା 75,000+ ନୋଡ୍‌କୁ ନେଇ ଗଠିତ, ପ୍ରତ୍ୟେକଟି ବିଷୟଗତ ଜ୍ଞାନର ଏକ ପୃଥକ ଏକକକୁ ଦର୍ଶାଇଥାଏ, ଏହାକୁ ଧାରଣା ବା କନସେପ୍ଟ ମଧ୍ୟ କୁହାଯାଇଥାଏ । ସେମାନଙ୍କ ମଧ୍ୟରେ ଲକ୍ଷାଧିକ ସଂଯୋଗ ମଧ୍ୟ ଦର୍ଶାଏ ଯେ କନସେପ୍ଟ କିପରି ସ୍ୱତନ୍ତ୍ର ନୁହେଁ ବରଂ ଏହା ଅନ୍ୟାନ୍ୟ କନସେପ୍ଟ ସହିତ ସମ୍ପର୍କିତ । ଯେହେତୁ Embibe ଏହାର ବିଷୟବସ୍ତୁକୁ ନିରନ୍ତର ବୃଦ୍ଧି କରିଥାଏ, ନଲେଜ୍ ଗ୍ରାଫ୍ ମଧ୍ୟ କ୍ରମାଗତ ଭାବରେ ବିକଶିତ ହୁଏ । ଗ୍ରାଫ୍‌ର କିଛି ଅଂଶକୁ ସ୍ମାର୍ଟ ଅଟୋମେସନ୍ ଓ ବିଶେଷଜ୍ଞଙ୍କ ଜ୍ଞାନ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ତେବେ,….

ଅଧିକ ପଢ଼ନ୍ତୁ

ଗବେଷଣା

ନଲେଜ୍ ଗ୍ରାଫ୍ ନୋଡ୍ ମଧ୍ୟରେ ଥିବା ସମ୍ପର୍କର ସ୍ୱୟଂ-ବର୍ଗୀକରଣ

ତାରିଖ : ନଭେମ୍ବର 2022

ନଲେଜ୍ ଗ୍ରାଫ୍ ନୋଡ୍ ମଧ୍ୟରେ ଥିବା ସମ୍ପର୍କର ସ୍ୱୟଂ-ବର୍ଗୀକରଣ ଉପକ୍ରମ: Embibe ନଲେଜ୍ ଗ୍ରାଫ୍ (KG) ହେଉଛି ଏକ ପାଠ୍ୟକ୍ରମ-ଆଗ୍ନୋଷ୍ଟିକ୍ ବହୁ-ଆୟାମୀ ଗ୍ରାଫ୍, ଯାହା 75,000+ ରୁ ଅଧିକ ନୋଡ୍‌କୁ ନେଇ ଗଠିତ, ପ୍ରତ୍ୟେକଟି ବିଷୟଗତ ଜ୍ଞାନର ଏକ ପୃଥକ ଏକକକୁ ଦର୍ଶାଇଥାଏ, ଏହାକୁ ଧାରଣା ବା କନସେପ୍ଟ ମଧ୍ୟ କୁହାଯାଇଥାଏ । ସେମାନଙ୍କ ମଧ୍ୟରେ ଲକ୍ଷାଧିକ ସଂଯୋଗ(ସମ୍ପର୍କ) ମଧ୍ୟ ଦର୍ଶାଏ ଯେ କନସେପ୍ଟ କିପରି ସ୍ୱତନ୍ତ୍ର ନୁହେଁ ବରଂ ଏହା ଅନ୍ୟାନ୍ୟ କନସେପ୍ଟ ସହିତ ସମ୍ପର୍କିତ । ନୋଡ୍‌ର ଆନ୍ତଃ-ସଂଯୋଗଗୁଡ଼ିକୁ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଆଧାରରେ ଶ୍ରେଣୀଭୁକ୍ତ  କରାଯାଇଥାଏ । ଗବେଷକମାନଙ୍କ ପାଇଁ ଅସମ୍ପୂର୍ଣ୍ଣ ନଲେଜ୍ ଗ୍ରାଫ୍ ଓ ମିଳୁନଥିବା ସମ୍ପର୍କଗୁଡିକ ହେଉଛି ସାଧାରଣ ସମସ୍ୟା । ତେବେ, ଯେହେତୁ….

ଅଧିକ ପଢ଼ନ୍ତୁ
ନଲେଜ୍ ଗ୍ରାଫ୍ ନୋଡ୍ ମଧ୍ୟରେ ଥିବା ସମ୍ପର୍କର ସ୍ୱୟଂ-ବର୍ଗୀକରଣ
ବିଦ୍ୟାର୍ଥୀ ଲର୍ଣ୍ଣିଂ ଷ୍ଟାଇଲ୍ ଚିହ୍ନଟ କରିବା

ଗବେଷଣା

ବିଦ୍ୟାର୍ଥୀ ଲର୍ଣ୍ଣିଂ ଷ୍ଟାଇଲ୍ ଚିହ୍ନଟ କରିବା

ତାରିଖ : ନଭେମ୍ବର 2022

ବିଦ୍ୟାର୍ଥୀ ଲର୍ଣ୍ଣିଂ ଷ୍ଟାଇଲ୍ ଚିହ୍ନଟ କରିବା ସମସ୍ତେ ବିଭିନ୍ନ ଉପାୟରେ କନସେପ୍ଟ ଶିଖନ୍ତି ଏବଂ ବୁଝନ୍ତି । ଜଣେ ବିଦ୍ୟାର୍ଥୀ ଗୋଟିଏ କନସେପ୍ଟ ପଢି ଏହାକୁ ନେଇ ଥିବା ପ୍ରାକ୍ଟିସ୍ ପ୍ରଶ୍ନକୁ ସମାଧାନ କରିବା ଲାଗି ପସନ୍ଦ କରୁଥିବା ବେଳେ ଆଉ ଜଣେ ବିଦ୍ୟାର୍ଥୀ ଭିଡିଓ ଦେଖିବା ପରେ ଟେଷ୍ଟ ଦେବାକୁ ପସନ୍ଦ କରିପାରନ୍ତି । Embibe ପ୍ଲାଟଫର୍ମରେ 7+ବର୍ଷରୁ ଅଧିକ ସମୟ ଧରି ବିଦ୍ୟାର୍ଥୀମାନେ ବିଷୟବସ୍ତୁ ଓ ପ୍ରଶ୍ନକୁ ନେଇ କରୁଥିବା କାର୍ଯ୍ୟର ତଥ୍ୟ ରହିଛି ଏବଂ ବିଦ୍ୟାର୍ଥୀଙ୍କ ଆଚରଣ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ଅନ୍ତର୍ନିହିତ ଆବିଷ୍କାର ପାଇଁ ଆମେ କ୍ରମାଗତ ଭାବରେ ଏହି ତଥ୍ୟ ବ୍ୟବହାର କରିଆସୁଛୁ । Embibeରେ ବିଦ୍ୟାର୍ଥୀ ଲର୍ଣ୍ଣିଂ ଷ୍ଟାଇଲ୍ ଚିହ୍ନଟ କରିବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ….

ଅଧିକ ପଢ଼ନ୍ତୁ

ଗବେଷଣା

ଅବ୍ୟବସ୍ଥିତ ଡାଟା ଉତ୍ସରୁ କଣ୍ଟେଣ୍ଟ୍‌ର ସ୍ୱୟଂକ୍ରିୟ ଇନଜେଷ୍ଟ କରିବା

ତାରିଖ : ନଭେମ୍ବର 2022

ଅବ୍ୟବସ୍ଥିତ ଡାଟା ଉତ୍ସରୁ କଣ୍ଟେଣ୍ଟ୍‌ର ସ୍ୱୟଂକ୍ରିୟ ଇନଜେଷ୍ଟ କରିବା Embibeରେ, ବିଭିନ୍ନ ପ୍ରକାରର ବିଷୟବସ୍ତୁ ରହିଛି –  ଅଧ୍ୟୟନ ସାମଗ୍ରୀ, ପ୍ରଶ୍ନ ଓ ଉତ୍ତର, ଭିଡିଓ ସମାଧାନ ଏବଂ ଆହୁରି ଅନେକ । ଏସବୁ ବିଭିନ୍ନ ପ୍ରକାର ବିଷୟବସ୍ତୁକୁ Embibeର ଡାଟା ଷ୍ଟୋର୍‌ରେ ଇନଜେଷ୍ଟ କରିବା କାମ ଅତୀତରେ କେତେକ ଡାଟା ଏଣ୍ଟ୍ରି ଅପରେଟରଙ୍କ ସହାୟତାରେ ହେଉଥିଲା, ଯେଉଁମାନେ ଡାଟା ଏଣ୍ଟ୍ରି ଟୁଲ୍ ବ୍ୟବହାର କରି ଏହାକୁ ପ୍ରବେଶ କରୁଥିଲେ । ଏହା ଏକ ଅତ୍ୟନ୍ତ ବିରକ୍ତିକର ଏବଂ ସମୟ ସାପେକ୍ଷ କାର୍ଯ୍ୟ ଥିଲା । ବିଶେଷକରି, ଆମକୁ ଶହ ଶହ ସିଲାବସ୍ ରୁ ହଜାରରୁ ଅଧିକ ପରୀକ୍ଷାର ତଥ୍ୟ ନେଇ ଆମର ବିଷୟବସ୍ତୁକୁ ବିସ୍ତାର କରିବାକୁ ପଡୁଥିବାରୁ ଏହା ଆମ ପାଇଁ….

ଅଧିକ ପଢ଼ନ୍ତୁ
ଅବ୍ୟବସ୍ଥିତ ଡାଟା ଉତ୍ସରୁ କଣ୍ଟେଣ୍ଟ୍‌ର ସ୍ୱୟଂକ୍ରିୟ ଇନଜେଷ୍ଟ କରିବା
ଚିତ୍ର ଓ ସମୀକରଣରୁ ଅର୍ଥଗତ ଓ ପ୍ରାସଙ୍ଗିକ ସୂଚନା ବାହାର କରିବା

ଗବେଷଣା

ଚିତ୍ର ଓ ସମୀକରଣରୁ ଅର୍ଥଗତ ଓ ପ୍ରାସଙ୍ଗିକ ସୂଚନା ବାହାର କରିବା

ତାରିଖ : ନଭେମ୍ବର 2022

ଚିତ୍ର ଓ ସମୀକରଣରୁ ଅର୍ଥଗତ ଓ ପ୍ରାସଙ୍ଗିକ ସୂଚନା ବାହାର କରିବା ଏକାଡେମିକ୍ ବିଷୟବସ୍ତୁର ଅଧିକାଂଶ ଅଂଶ ଚିତ୍ର, ସମୀକରଣ ଓ ପ୍ରତୀକ ଆକାରରେ ଥାଏ । ଚିତ୍ର ଓ ସମୀକରଣରୁ ଅର୍ଥଗତ ଓ ପ୍ରାସଙ୍ଗିକ ସୂଚନା ବାହାର କରିବାର ସମସ୍ୟା ଅବ୍ୟବସ୍ଥିତ ଡାଟା ଉତ୍ସରୁ ବିଷୟରୁ ସ୍ୱୟଂକ୍ରିୟ ଭାବେ ଇନଜେଷ୍ଟ କରିବା( automated ingestion of content from unstructured data sources)ର ସମସ୍ୟା ସହ ଅତି ଘନିଷ୍ଠ ଭାବରେ ଜଡିତ । ଚିତ୍ରଗୁଡ଼ିକରୁ ଅର୍ଥଗତ ସୂଚନା ବାହାର କରିବା ଏକ ଡୋମେନ୍-ନିର୍ଭରଶୀଳ କଠିନ କାର୍ଯ୍ୟ ଯାହାକି ବୃହତ ଡାଟାସେଟ୍ ଓ ଜଟିଳ ମେସିନ୍ ଭିଜନ୍ ଏବଂ ଗଭୀର ଶିକ୍ଷଣ ଆଭିମୁଖ୍ୟ ଆବଶ୍ୟକ କରିଥାଏ ।

ଅଧିକ ପଢ଼ନ୍ତୁ

ଗବେଷଣା

ଲର୍ଣ୍ଣିଂ ଆଉଟକମ୍ ଉପରେ ବିଦ୍ୟାର୍ଥୀଙ୍କ ଆଚରଣର ପ୍ରଭାବ

ତାରିଖ : ନଭେମ୍ବର 2022

ଲର୍ଣ୍ଣିଂ ଆଉଟକମ୍ ଉପରେ ବିଦ୍ୟାର୍ଥୀଙ୍କ ଆଚରଣର ପ୍ରଭାବ ଏକାଡେମିକ୍ ସଫଳତା ହେଉଛି ଶିକ୍ଷା ଓ ମୂଲ୍ୟାୟନ ପରିସର ମଧ୍ୟରେ ଏକ ପ୍ରତିଷ୍ଠିତ ଶବ୍ଦ, ଯାହାର ପରିଭାଷାରେ ବର୍ଷ ବର୍ଷ ଧରି ଅନେକ ପରିବର୍ତ୍ତନ ହୋଇଛି । କେତେକ ‘ଏକାଡେମିକ୍ ସଫଳତା’ କ୍ରମାନ୍ୱୟରେ ହେଉଥିବା ପରୀକ୍ଷାରେ ରଖିଥିବା ଗ୍ରେଡ୍ ଅନୁଯାୟୀ ପରିଭାଷିତ ହୋଇଥାନ୍ତି, ଅନ୍ୟକେତେକ ଏହି ଶବ୍ଦକୁ ଅଧିକ ବ୍ୟାପକ ଅର୍ଥରେ ବ୍ୟବହାର କରିବାକୁ ଚାହିଁଥାନ୍ତି । ଏ ସମ୍ପର୍କରେ ଅନେକ ଅଧ୍ୟୟନ ହୋଇଛି ଏବଂ ସେଗୁଡିକ ଦର୍ଶାଇଛି ଯେ ଏକାଡେମିକ୍ ସଫଳତା କେବଳ ପରୀକ୍ଷାରେ ମିଳିଥିବା ମାର୍କ ନୁହେଁ ବରଂ କୌଣସି ପରୀକ୍ଷାରେ ବିଦ୍ୟାର୍ଥୀଙ୍କ ମନୋଭାବରେ ଉନ୍ନତି, ଶିକ୍ଷାଗତ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ସେମାନଙ୍କର ଶିକ୍ଷଣ ଓ ସର୍ବାଙ୍ଗୀନ ବିକାଶକୁ ବୁଝାଏ । Embibeରେ,….

ଅଧିକ ପଢ଼ନ୍ତୁ
ଲର୍ଣ୍ଣିଂ ଆଉଟକମ୍ ଉପରେ ବିଦ୍ୟାର୍ଥୀଙ୍କ ଆଚରଣର ପ୍ରଭାବ
ଷ୍ଟୁଡେଣ୍ଟ୍ ଲର୍ଣ୍ଣିଂ ଷ୍ଟାଇଲ୍‌ର ବିଭିନ୍ନ ମଡେଲ୍ ଓ ସେଗୁଡିକର ବ୍ୟବହାର

ଗବେଷଣା

ଷ୍ଟୁଡେଣ୍ଟ୍ ଲର୍ଣ୍ଣିଂ ଷ୍ଟାଇଲ୍‌ର ବିଭିନ୍ନ ମଡେଲ୍ ଓ ସେଗୁଡିକର ବ୍ୟବହାର

ତାରିଖ : ନଭେମ୍ବର 2022

ଷ୍ଟୁଡେଣ୍ଟ୍ ଲର୍ଣ୍ଣିଂ ଷ୍ଟାଇଲ୍‌ର ବିଭିନ୍ନ ମଡେଲ୍ ଓ ସେଗୁଡିକର ବ୍ୟବହାର ଲର୍ଣ୍ଣିଂ ଷ୍ଟାଇଲ୍ କାହାକୁ କୁହାଯାଏ? ଛାତ୍ର ଓ ଶିକ୍ଷଣ ଶୈଳୀଗୁଡିକ ମୁଖ୍ୟତଃ ବିଦ୍ୟାଳୟ ଓ କଲେଜଗୁଡ଼ିକରେ ଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ ଶୈକ୍ଷିକ ବିକଳ୍ପ ଦ୍ୱାରା ପରିଚାଳିତ । ଦୁଇଟି ଜଣାଶୁଣା ଢାଞ୍ଚା ଯାହା ସେମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ ଏବଂ Embibeର ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମ ଓ ଶିକ୍ଷଣର ଆଧାର ଭାବରେ କାର୍ଯ୍ୟ କରିଥାଏ, ତାହା ହେଉଛି ଫେଲଡର୍-ସିଲଭରମ୍ୟାନ୍ ଏବଂ କୋଲ୍ବଙ୍କ ଶିକ୍ଷଣ ଶୈଳୀ । ଫେଲଡର୍-ସିଲଭରମ୍ୟାନ୍‌ଙ୍କ ଦ୍ୱାରା ପ୍ରସ୍ତାବିତ ଶିକ୍ଷଣ ଶୈଳୀଗୁଡ଼ିକ ସକ୍ରିୟ-ପ୍ରତିଫଳିତ, ଭିଜୁଆଲ୍ କିମ୍ବା ମୌଖିକ, ସେନ୍ସିଂ କିମ୍ବା ଅନ୍ତର୍ନିହିତ ଏବଂ କ୍ରମାନ୍ୱୟରେ କିମ୍ବା ବୈଶିକ, ଶିକ୍ଷଣ ପାଇଁ ବ୍ୟକ୍ତିଗତକରଣ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦିଏ ।….

ଅଧିକ ପଢ଼ନ୍ତୁ

ଗବେଷଣା

ଷ୍ଟୁଡେଣ୍ଟ୍ ଲର୍ଣ୍ଣିଂ ଷ୍ଟାଇଲ୍‌ର ବିଭିନ୍ନ ମଡେଲ୍ ଓ ସେଗୁଡିକର ବ୍ୟବହାର

ତାରିଖ : ନଭେମ୍ବର 2022

ଷ୍ଟୁଡେଣ୍ଟ୍ ଲର୍ଣ୍ଣିଂ ଷ୍ଟାଇଲ୍‌ର ବିଭିନ୍ନ ମଡେଲ୍ ଓ ସେଗୁଡିକର ବ୍ୟବହାର ଲର୍ଣ୍ଣିଂ ଷ୍ଟାଇଲ୍ କାହାକୁ କୁହାଯାଏ? ଛାତ୍ର ଓ ଶିକ୍ଷଣ ଶୈଳୀଗୁଡିକ ମୁଖ୍ୟତଃ ବିଦ୍ୟାଳୟ ଓ କଲେଜଗୁଡ଼ିକରେ ଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ ଶୈକ୍ଷିକ ବିକଳ୍ପ ଦ୍ୱାରା ପରିଚାଳିତ । ଦୁଇଟି ଜଣାଶୁଣା ଢାଞ୍ଚା ଯାହା ସେମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ ଏବଂ Embibeର ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମ ଓ ଶିକ୍ଷଣର ଆଧାର ଭାବରେ କାର୍ଯ୍ୟ କରିଥାଏ, ତାହା ହେଉଛି ଫେଲଡର୍-ସିଲଭରମ୍ୟାନ୍ ଏବଂ କୋଲ୍ବଙ୍କ ଶିକ୍ଷଣ ଶୈଳୀ । ଫେଲଡର୍-ସିଲଭରମ୍ୟାନ୍‌ଙ୍କ ଦ୍ୱାରା ପ୍ରସ୍ତାବିତ ଶିକ୍ଷଣ ଶୈଳୀଗୁଡ଼ିକ ସକ୍ରିୟ-ପ୍ରତିଫଳିତ, ଭିଜୁଆଲ୍ କିମ୍ବା ମୌଖିକ, ସେନ୍ସିଂ କିମ୍ବା ଅନ୍ତର୍ନିହିତ ଏବଂ କ୍ରମାନ୍ୱୟରେ କିମ୍ବା ବୈଶିକ, ଶିକ୍ଷଣ ପାଇଁ ବ୍ୟକ୍ତିଗତକରଣ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦିଏ ।….

ଅଧିକ ପଢ଼ନ୍ତୁ
ଷ୍ଟୁଡେଣ୍ଟ୍ ଲର୍ଣ୍ଣିଂ ଷ୍ଟାଇଲ୍‌ର ବିଭିନ୍ନ ମଡେଲ୍ ଓ ସେଗୁଡିକର ବ୍ୟବହାର
ଆବଶ୍ୟକ ଜଟିଳ ପ୍ରଶ୍ନର ସ୍ୱତଃ ପ୍ରସ୍ତୁତି

ଗବେଷଣା

ଆବଶ୍ୟକ ଜଟିଳ ପ୍ରଶ୍ନର ସ୍ୱତଃ ପ୍ରସ୍ତୁତି

ତାରିଖ : ନଭେମ୍ବର 2022

ଆବଶ୍ୟକ ଜଟିଳ ପ୍ରଶ୍ନର ସ୍ୱତଃ ପ୍ରସ୍ତୁତି Embibe କହିଲେ ଶିକ୍ଷାର ବ୍ୟକ୍ତିଗତକରଣକୁ ବୁଝାଏ ଏବଂ ଆମର ଟେକ୍ନୋଲୋଜି ସଠିକ୍ କଣ୍ଟେଣ୍ଟ୍, ସଠିକ୍ ବିଦ୍ୟାର୍ଥୀ, ସଠିକ୍ ସମୟରେ ସେବା କରିବାରେ ସକ୍ଷମ । ଏହି କାରଣରୁ ଉପଯୋଗୀ ବିଷୟବସ୍ତୁର ଏକ ବଡ଼ ଡାଟାସେଟକୁ ଉପଲବ୍ଧ କରିବା ଏବଂ ବିଶେଷକରି ପ୍ରଶ୍ନଗୁଡ଼ିକ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ଦ୍ୱାରା ପ୍ରଶ୍ନଗୁଡିକର ଡାଟାବେସ୍ ପ୍ରସ୍ତୁତ କରାଯାଇଥିଲା । ସେମାନେ ଇଣ୍ଟରନେଟ୍ ରେ ନିଃଶୁଳ୍କରେ ଉପଲବ୍ଧ ପ୍ରଶ୍ନ ସେଟରୁ କିମ୍ବା ଆମର ସହଭାଗୀ ଅନୁଷ୍ଠାନଗୁଡ଼ିକ ସହିତ ଟାଇ-ଅପ୍ ମାଧ୍ୟମରେ ପ୍ରଶ୍ନ ଉତ୍ସରୁ ପ୍ରଶ୍ନ ସଂଗ୍ରହ କରିଥାନ୍ତି । ପ୍ରଶ୍ନର ଅଟୋ-ଜେନେରେସନ୍‌ର ମୂଳ ପ୍ରେରଣା ହେଉଛି ଶିକ୍ଷକ/ପରାମର୍ଶଦାତାଙ୍କ ଉପରେ ବିଦ୍ୟାର୍ଥୀମାନଙ୍କ ନିର୍ଭରଶୀଳତାକୁ କମାଇବା ।….

ଅଧିକ ପଢ଼ନ୍ତୁ

ଗବେଷଣା

ଆରମ୍ଭରୁ ହିଁ ବିଦ୍ୟାର୍ଥୀମାନଙ୍କୁ କୁଶଳୀ କରନ୍ତୁ

ତାରିଖ : ନଭେମ୍ବର 2022

ଆରମ୍ଭରୁ ହିଁ ବିଦ୍ୟାର୍ଥୀମାନଙ୍କୁ କୁଶଳୀ କରନ୍ତୁ ଏହା ହେଉଛି ଏକ ବ୍ୟଙ୍ଗଚିତ୍ର ଯାହା ବିଶ୍ୱର ଅନେକ ଶିକ୍ଷା ବ୍ୟବସ୍ଥାର ସାମ୍ପ୍ରତିକ ସ୍ଥିତିକୁ ନେଇ ସମାଲୋଚନା କରିଛି । ଗଛ ଉପରକୁ ଚଢିବାର କ୍ଷମତା ପରୀକ୍ଷାରେ ମାଛକୁ ସାମିଲ କରିବା ନିହାତି ପ୍ରତିକୂଳ ବ୍ୟବସ୍ଥା ଏବଂ ଅନ୍ୟକୁ ପୀଡା ଦେବା ସଦୃଶ । ଏବଂ ତଥାପି, ଅନେକ ଅଭିଭାବକ, ଶିକ୍ଷକ ଏବଂ ଶିକ୍ଷା ପ୍ରଣାଳୀ ବିଦ୍ୟାର୍ଥୀମାନଙ୍କଠାରୁ ଏହା ଆଶା ରଖନ୍ତି । ଆନୁଷ୍ଠାନିକ ଶିକ୍ଷାର ସାଧାରଣ ଅଭିଯୋଗ ହେଉଛି ଯେ ଜଣେ ବିଦ୍ୟାର୍ଥୀର ଅନ୍ତର୍ନିହିତ କୌଶଳ ଚିହ୍ନଟ କରିବା ଏବଂ ତା’ପରେ ଏହି କୌଶଳଗୁଡ଼ିକର ବିକାଶ ପାଇଁ ଉପଯୁକ୍ତ ଉତ୍ସ ବିନିଯୋଗ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । Embibeରେ ଆମେ ଭିନ୍ନ କରିଥାଉ ।….

ଅଧିକ ପଢ଼ନ୍ତୁ
ଆରମ୍ଭରୁ ହିଁ ବିଦ୍ୟାର୍ଥୀମାନଙ୍କୁ କୁଶଳୀ କରନ୍ତୁ
ଡାଟା ହେଉଛି ନୂଆ ବଳ

ଗବେଷଣା

ଡାଟା ହେଉଛି ନୂଆ ବଳ

ତାରିଖ : ନଭେମ୍ବର 2022

ଡାଟା ହେଉଛି ନୂଆ ବଳ ଡାଟାକୁ ଇନଷ୍ଟ୍ରୁମେଣ୍ଟିଂ, ମାପ, ସଂଗ୍ରହ, ମାଇନିଂ ଏବଂ ଆର୍କାଇଭିଂ କରିବା ଲାଗି Embibe ପ୍ରତିବଦ୍ଧ । Embibe ମାଲିକାନା ଅଧୀନରେ ଏହି ଡାଟା ରହିଛି । ଆମର IP ଏହା ଉପରେ ନିର୍ଭର କରେ । Embibeରେ ଆମର ୟୁଜରମାନେ ଆମର ଉତ୍ପାଦ ସହିତ କିପରି କାର୍ଯ୍ୟ କରନ୍ତି, ଏବଂ କେଉଁ କାରଣଗୁଡିକ ନିର୍ଦ୍ଦିଷ୍ଟ ଫଳାଫଳକୁ ନେଇଥାଏ ତାହା ନିରୂପଣ କରିବା ପାଇଁ ପର୍ଯ୍ୟାପ୍ତ ଇନଷ୍ଟ୍ରୁମେଣ୍ଟେସନ୍ ନହେବା ପର୍ଯ୍ୟନ୍ତ ଆମେ ରିଲିଜ୍ ବିଳମ୍ବ କରିଥାଉ । ଡାଟା ସହିତ ଏହି ଝୁଙ୍କ୍ ହିଁ ଆମକୁ ବିଦ୍ୟାର୍ଥୀମାନେ କିପରି ଅଧ୍ୟୟନ କରନ୍ତି ଏବଂ ସେମାନଙ୍କର ଲକ୍ଷ୍ୟ ହାସଲ କରନ୍ତି ସେ ସମ୍ବନ୍ଧରେ ଅନେକ ଅନ୍ତର୍ନିହିତ ଗୁଣକୁ ସ୍ପଷ୍ଟ ରୂପେ….

ଅଧିକ ପଢ଼ନ୍ତୁ

ଗବେଷଣା

ଇଣ୍ଟେଲିଜେଣ୍ଟ୍ କଣ୍ଟେଣ୍ଟ୍ ଇନଜେସନ୍

ତାରିଖ : ନଭେମ୍ବର 2022

ଇଣ୍ଟେଲିଜେଣ୍ଟ୍ କଣ୍ଟେଣ୍ଟ୍ ଇନଜେସନ୍ ଯେତେବେଳେ ଆମେ କହିଥାଉ ଯେ ଛାତ୍ରମାନେ Embibeର ପ୍ଲାଟଫର୍ମରେ ଅସୀମିତ ପ୍ରଶ୍ନର ସମାଧାନ କରିପାରିବେ, ଏହାର ଗୁରୁତ୍ୱ ରହିଛି । ଛାତ୍ରଛାତ୍ରୀମାନଙ୍କର ପ୍ରାକ୍ଟିସ୍ ପାଇଁ କିମ୍ବା ମୂଲ୍ୟାୟନ ଟେଷ୍ଟ ପାଇଁ Embibeରେ ପ୍ରଶ୍ନଗୁଡିକର ଏକ ବୃହତ ଡାଟାସେଟ ରହିଛି । ଏହି ପ୍ରଶ୍ନଗୁଡ଼ିକୁ ସିଷ୍ଟମରେ ଅନ୍ତର୍ଭୁକ୍ତ କରିବା ଏକ କଠିନ ଓ ସମୟ ସାପେକ୍ଷ ପ୍ରକ୍ରିୟା । ଅତୀତରେ ଡାଟା ଏଣ୍ଟ୍ରି  ଅପରେଟରମାନଙ୍କ ଦ୍ୱାରା ପ୍ରଶ୍ନର ଏହି ଡାଟାସେଟ୍ ପ୍ରସ୍ତୁତ କରାଯାଉଥିଲା, ଯେଉଁମାନେ ଇଣ୍ଟରନେଟରୁ ନିଶୁଳ୍କ ଉପଲବ୍ଧ ପ୍ରଶ୍ନଗୁଡିକର ସେଟ୍ କିମ୍ବା ଆମର ସହଭାଗୀ ଅନୁଷ୍ଠାନଗୁଡ଼ିକ ସହିତ ଟାଇ-ଅପ୍ ମାଧ୍ୟମରେ ପ୍ରଶ୍ନ ଉତ୍ସ ସଂଗ୍ରହ କରୁଥିଲେ । ସେମାନେ ଏହି ପ୍ରଶ୍ନଗୁଡ଼ିକୁ ଏକ ୱେବ୍ ଆଧାରିତ UI ରେ….

ଅଧିକ ପଢ଼ନ୍ତୁ
ଇଣ୍ଟେଲିଜେଣ୍ଟ୍ କଣ୍ଟେଣ୍ଟ୍ ଇନଜେସନ୍