ମୁଁ ପଢ଼ାପଢ଼ି ଅପେକ୍ଷା କମ୍ପ୍ୟୁଟର ଓ ଭିଡିଓ ଗେମ୍ ଖେଳିବାକୁ ଅଧିକ ପସନ୍ଦ କରୁଥିଲି, କାରଣ ମୋତେ ପାଠ ପଢିବା କଷ୍ଟ ଲାଗୁଥିଲା ଓ ଭଲ ଲାଗୁନଥିଲା । ମୁଁ ବିଦ୍ୟାଳୟରେ ବହୁ କଷ୍ଟରେ ପାଠ ପଢ଼ିଛି ଏବଂ ମୁଁ ଦ୍ୱାଦଶ ଶ୍ରେଣୀ କିମ୍ବା JEE ମେନ୍ ପାସ୍ କରିବି ବୋଲି କେହି ଆଶା କରିନଥିଲେ - ନା ମୋର ଶିକ୍ଷକ, ନା ମୋର ବନ୍ଧୁ, ଏପରିକି ମୋର ବାପା ମା’ଙ୍କର ମଧ୍ୟ ଆଶା ନଥିଲା । ଯେତେବେଳେ ମୁଁ Embibe ବିଷୟରେ ଜାଣିଲି ଓ ଏଥି୍ରେ ପ୍ରାକ୍ଟିସ୍ କଲି, ଏହା ମୋତେ ଭିଡିଓ ଗେମ୍ ଖେଳିବା ଭଳି ଅନୁଭବ ହେଲା । ମୁଁ ଯେତେ ଅଧିକ ପ୍ରାକ୍ଟିସ୍ କଲି, ସେତେ ଅଧିକ ଏମ୍ବିୟମ୍ ଅର୍ଜନ କଲି, ଏବଂ ତାହା ସହାୟତାରେ ମୁଁ ମୋର ଦୁର୍ବଳ ବିଷୟ ଓ ଅଧ୍ୟାୟ ଉପରେ ଧ୍ୟାନ ଦେବା ପାଇଁ ଅଧିକ ପ୍ରିମିୟମ୍ ପ୍ରାକ୍ଟିସ୍ ପ୍ୟାକ୍ ପାଇପାରିଲି । ମୋତେ Embibeରେ ପଢିବା ପାଇଁ କେହି ବାଧ୍ୟ କରୁନଥିଲେ ଏବଂ ପ୍ରତିଦିନ 10 ଘଣ୍ଟା ପର୍ଯ୍ୟନ୍ତ ପ୍ରାକ୍ଟିସ୍ କରୁଥିଲି । କେବଳ 10 ଦିନ ପ୍ରସ୍ତୁତି କରି ମୁଁ JEE ମେନ୍ କ୍ରାକ୍ କରିବାକୁ ସକ୍ଷମ ହେଲି ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।.
ଦୁର୍ବଳ ଶିକ୍ଷାର୍ଥୀଙ୍କ ଅସାଧାରଣ କୃତିତ୍ୱ
ରେ TS EAMCET ରେ 64.4% ସ୍କୋର୍ ବୃଦ୍ଧି ହୋଇଛି
ରେ 12th CBSE ରେ 55.6% ସ୍କୋର୍ ବୃଦ୍ଧି ହୋଇଛି
ଆୟୁଷ ସୋନୀ
ଛିନ୍ଦଓ୍ୱାଡା | JEE Main
ସ୍ପିଡ୍
କ୍ୱାଲିଟି
ରେ JEE Advanced ରେ 68.4% ସ୍କୋର୍ ବୃଦ୍ଧି ହୋଇଛି
ରେ Mathematicsପାଇଁ TS EAMCET ରେ 85.1% ସ୍କୋର୍ ବୃଦ୍ଧି ହୋଇଛି
ଆଦିବାସୀ ଶିକ୍ଷାର୍ଥୀଙ୍କ ସଶକ୍ତିକରଣ
ରେ NEET ରେ 90.0% ସ୍କୋର୍ ବୃଦ୍ଧି ହୋଇଛି
ରେ 11th CBSE ରେ 12.4% ସ୍କୋର୍ ବୃଦ୍ଧି ହୋଇଛି
ଆଦିବାସୀ ଅଞ୍ଚଳ
ଉଦୟପୁରର-ବିକାଶ
ସ୍ପିଡ୍
କ୍ୱାଲିଟି
କୌଣସି ଟେକ୍ନୋଲୋଜି ଆକ୍ସେସ୍ କରିପାରୁନଥିବା ଶିକ୍ଷାର୍ଥୀମାନଙ୍କ ପାଇଁ Embibeର ପ୍ଲାଟଫର୍ମ ସର୍ବୋତ୍ତମ ଟେକ୍ନୋଲୋଜି ପ୍ରଦାନ କରିଥିଲା । Embibeରେ ଅଧ୍ୟୟନ କରୁଥିବା 48% ଶିକ୍ଷାର୍ଥୀ ପ୍ରଥମ ଥର ପାଇଁ JEE ଓ NEET ପରି ପ୍ରତିଯୋଗିତାମୂଳକ ପରୀକ୍ଷାକୁ କ୍ରାକ୍ କରିବାରେ ସଫଳ ହୋଇଥିଲେ । ଜାତୀୟ ସଫଳତା ହାର ତୁଳନାରେ ଏହା ମାତ୍ର 5%, କିନ୍ତୁ ଏହି ଫଳାଫଳ ଆମ ପାଇଁ ବହୁତ ବଡ଼ ଥିଲା । ଏଥିରୁ ପ୍ରମାଣିତ ହୋଇଛି ଯେ ସହରର ଶିକ୍ଷାର୍ଥୀମାନଙ୍କୁ ମିଳୁଥିବା ସଂସାଧାନଗୁଡିକ ଆଦିବାସୀ ଅଞ୍ଚଳର ଶିକ୍ଷାର୍ଥୀମାନଙ୍କୁ ମିଳିଲେ ସେମାନେ ମଧ୍ୟ ଭାରତର ଶୀର୍ଷ ପ୍ରବେଶିକା ପରୀକ୍ଷାଗୁଡିକରେ ସଫଳ ହେବାର ସାମର୍ଥ୍ୟ ହାସଲ କରିପାରିବେ ।
ରେ 12th CBSE ରେ 80.0% ସ୍କୋର୍ ବୃଦ୍ଧି ହୋଇଛି
ରେ General Awarenessପାଇଁ SBI Clerk Mains ରେ 50.7% ସ୍କୋର୍ ବୃଦ୍ଧି ହୋଇଛି
ଶିକ୍ଷଣ ସଂସ୍ଥା ସମୂହର ସଶକ୍ତିକରଣ
ରେ TS EAMCET ରେ 71.2% ସ୍କୋର୍ ବୃଦ୍ଧି ହୋଇଛି
ରେ BITSAT ରେ 46.3% ସ୍କୋର୍ ବୃଦ୍ଧି ହୋଇଛି
ପ୍ରିୟାଲ ଅଗ୍ରଓ୍ୱାଲ୍
ଗ୍ରେଡ୍ 6 | ଆଜମେର୍
Embibe ମୋର ବ୍ୟକ୍ତିଗତ ଶିକ୍ଷକ ପରି ମୋତେ ପ୍ରେରଣା ଯୋଗାଇଆସୁଛି । ଏହାର ଉପଯୋଗୀ ହିଣ୍ଟ ଓ ମାଇକ୍ରୋ-ହିଣ୍ଟ୍ ଯୋଗୁଁ ଗଣିତରେ ମୋର ମୌଳିକ ହିସାବ ଏବଂ ବିଜ୍ଞାନରେ ମୋର କନସେପ୍ଟ ବହୁତ ଉନ୍ନତ ହୋଇଛି । ଏହା ମୋତେ ଏକ ଭଲ ଉପାୟରେ ଶିଖିବାରେ ସାହାଯ୍ୟ କରିଛି, ଯାହା ଜଣେ ଭଲ ଛାତ୍ର ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।
ରେ 11th CBSE ରେ 38.0% ସ୍କୋର୍ ବୃଦ୍ଧି ହୋଇଛି
ରେ Reasoningପାଇଁ SSC ରେ 51.3% ସ୍କୋର୍ ବୃଦ୍ଧି ହୋଇଛି
ଆମକୁ କେନ୍ଦ୍ରୀୟ ସଫଳତା ବ୍ୟୁରୋ ବୋଲି ଜାଣନ୍ତୁ
ରେ VITEEE ରେ 56.8% ସ୍କୋର୍ ବୃଦ୍ଧି ହୋଇଛି
ରେ JEE Advanced ରେ 60.0% ସ୍କୋର୍ ବୃଦ୍ଧି ହୋଇଛି
ଅଙ୍କୁଶ ଶର୍ମା
ଦିଲ୍ଲୀ | SSC CGL | 2016
ସ୍ପିଡ୍
କ୍ୱାଲିଟି
Embibe କୁ ଧନ୍ୟବାଦ, ଏହାରି ଯୋଗୁଁ ମୁଁ 2016 ରେ SSC CGL ନିଯୁକ୍ତି ପରୀକ୍ଷାକୁ କ୍ରାକ୍ କରିପାରିଥିଲି । ମୋର ପ୍ରସ୍ତୁତି ସମୟରେ, ମୁଁ ଅନେକ ଦ୍ୱନ୍ଦ୍ୱ ଓ ସନ୍ଦେହରେ ପଡିଥିଲି, କିନ୍ତୁ ବାରମ୍ବାର ପ୍ରାକ୍ଟିସ୍ ଓ ମକ୍ ଟେଷ୍ଟ ମାଧ୍ୟମରେ, ମୁଁ ଆତ୍ମବିଶ୍ୱାସ ହାସଲ କରିବାରେ ସକ୍ଷମ ହୋଇଥିଲି । ଯାହା ମୋତେ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏବଂ ମୁଁ CBI ଅଧିକାରୀ ହୋଇପାରିଥିଲି।
ରେ NEET ରେ 70.4% ସ୍କୋର୍ ବୃଦ୍ଧି ହୋଇଛି
ରେ Mathematicsପାଇଁ JEE Advanced ରେ 32.7% ସ୍କୋର୍ ବୃଦ୍ଧି ହୋଇଛି
ଭଲ ପାଇଁ EMBIBE
ରେ TS EAMCET ରେ 51.9% ସ୍କୋର୍ ବୃଦ୍ଧି ହୋଇଛି
ରେ BITSAT ରେ 42.0% ସ୍କୋର୍ ବୃଦ୍ଧି ହୋଇଛି
ଶ୍ରୀ ଶିଶିର କୁମାର ସାହି
ନିର୍ଦ୍ଦେଶକ, CSRL Super 30 | All India | 2019
ସ୍ପିଡ୍
କ୍ୱାଲିଟି
Embibe ଟେକ୍ନୋଲୋଜିର ସବୁଠାରୁ ବଡ଼ ସୁବିଧା ହେଉଛି ଏହା ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ପ୍ରସ୍ତୁତିର ସ୍ତର ବୁଝିବାରେ ସାହାଯ୍ୟ କରେ ଏବଂ ସଠିକ୍ କୌଶଳ ସହିତ ସେମାନେ କିପରି ସେମାନଙ୍କର ଅନ୍ତିମ ପରୀକ୍ଷା ପାଇଁ ଭଲ ଯୋଜନା କରିପାରିବେ, ତାହା ଗାଇଡ୍ କରିଥାଏ । ପାରମ୍ପାରିକ ପରୀକ୍ଷା ବ୍ୟବସ୍ଥାରେ ଏହି ପ୍ରକାର ଫିଡବ୍ୟାକ୍ ମିଳିବା ସମ୍ଭବ ନୁହେଁ । ଆମର ଅନେକ ଶିକ୍ଷାର୍ଥୀ ପ୍ଲାଟଫର୍ମରେ କ୍ରମାଗତ ଭାବରେ ପଢ଼ାପଢ଼ି କରି ଆତ୍ମବିଶ୍ୱାସ ହାସଲ କରିଛନ୍ତି; ବିଶେଷକରି ଦେଶର ଦୁର୍ଗମ ଅଞ୍ଚଳର ଶିକ୍ଷାର୍ଥୀମାନଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି ।
ରେ BITSAT ରେ 62.0% ସ୍କୋର୍ ବୃଦ୍ଧି ହୋଇଛି
ରେ Mathematicsପାଇଁ BITSAT ରେ 41.5% ସ୍କୋର୍ ବୃଦ୍ଧି ହୋଇଛି
ସର୍ବୋତ୍କୃଷ୍ଟ ଶିକ୍ଷଣୀୟ ଫଳାଫଳ ମାଧ୍ୟମରେ ରାଷ୍ଟ୍ରର ସଶକ୍ତିକରଣ
ରେ 11th CBSE ରେ 20.0% ସ୍କୋର୍ ବୃଦ୍ଧି ହୋଇଛି
ରେ BITSAT ରେ 48.8% ସ୍କୋର୍ ବୃଦ୍ଧି ହୋଇଛି
ଗୋଆ
ଶିକ୍ଷା ନିର୍ଦ୍ଦେଶାଳୟର ସହଭାଗିତାରେ ଜାନୁୟାରୀ 2020 ରେ ଗୋଆରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଦଶମ ଶ୍ରେଣୀର ପ୍ରାୟ 22,000 ଛାତ୍ରଛାତ୍ରୀଙ୍କ ପାଇଁ Embibeର 'ପର୍ସନାଲାଇଜଡ୍ ଆଡାପ୍ଟିଭ୍ ଲର୍ନିଂ' ପ୍ଲାଟଫର୍ମରେ ଏକ ଡାଇଗ୍ନୋଷ୍ଟିକ୍ ପରୀକ୍ଷା ପରିଚାଳନା କରାଯାଇଥିଲା । ଏହା ଫଳରେ କେଉଁ କ୍ଷେତ୍ରରେ ପିଲାମାନଙ୍କର ଅଧିକ ଗୁରୁତ୍ୱ ଆବଶ୍ୟକ ସେ ନେଇ ସେମାନଙ୍କୁ ଓ ଶିକ୍ଷକମାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା | ଏପ୍ରିଲ୍ ମାସରେ ଛାତ୍ରଛାତ୍ରୀମାନେ ଗଣିତ ଓ ବିଜ୍ଞାନରେ ମକ୍ ପରୀକ୍ଷା ଦେଇଥିଲେ | ଏହି ପ୍ଲାଟଫର୍ମ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ହାରାହାରି ସ୍କୋର 74%କୁ ବୃଦ୍ଧି ଏବଂ ସଠିକ୍ ପ୍ରୟାସକୁ 57% ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା | ଏହା ମଧ୍ୟ ଜଣାପଡିଛି ଯେ ଛାତ୍ରଛାତ୍ରୀମାନଙ୍କ ବ୍ୟର୍ଥ ପ୍ରୟାସ ଏବଂ ଅଧିକ-ସମୟ ପ୍ରୟାସ ଯଥାକ୍ରମେ 49% ଓ 65% ହ୍ରାସ ପାଇଛି |
ରେ JEE Advanced ରେ 71.9% ସ୍କୋର୍ ବୃଦ୍ଧି ହୋଇଛି
ରେ Mathematicsପାଇଁ TS EAMCET ରେ 16.7% ସ୍କୋର୍ ବୃଦ୍ଧି ହୋଇଛି
ଶିକ୍ଷା ଜଗତର ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସହଯୋଗ
ରେ 11th CBSE ରେ 24.2% ସ୍କୋର୍ ବୃଦ୍ଧି ହୋଇଛି
ରେ 11th CBSE ରେ 11.7% ସ୍କୋର୍ ବୃଦ୍ଧି ହୋଇଛି
ଶ୍ରୀ ଜେ.ସି. ଚୌଧୁରୀ
CMD | ଆକାଶ ଇନଷ୍ଟିଚ୍ୟୁଟ୍ | 2019
ଆକାଶରେ, ଆମେ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ବିଷୟବସ୍ତୁକୁ ଭଲ ଭାବେ ପଢ଼ାଇ ଏବଂ ସେମାନେ ହାସଲ କରୁଥିବା ଜ୍ଞାନର ବିସ୍ତୃତ ମୂଲ୍ୟାଙ୍କନ ପ୍ରଦାନ କରି ଉନ୍ନତ ପ୍ରଦର୍ଶନ କରିବାକୁ ସେମାନଙ୍କୁ ସକ୍ଷମ କରାଇଥାଉ । ଯେତେବେଳେ ଆମେ ଆମର CBT ମୂଲ୍ୟାଙ୍କନ ପ୍ଲାଟଫର୍ମ ପାଇଁ Embibe ସହିତ ସହଭାଗୀ ହୋଇଥିଲୁ, ସେମାନେ ଆମର ଲିଗାସିକୁ ସମ୍ମାନ ଦେଇଥିଲେ ଏବଂ ଆମର ଶିକ୍ଷାର୍ଥୀଙ୍କ ସଫଳତା ପାଇଁ ଏକ ସାଧାରଣ ଲକ୍ଷ୍ୟ ନେଇ ଆମେ ଏକ ହୋଇ କାମ କରିଥିଲୁ । Embibe ଆମର ଶିକ୍ଷାର୍ଥୀମାନଙ୍କୁ ଟେଷ୍ଟ ପ୍ରୟାସର ଆବଶ୍ୟକୀୟ ଗଭୀର ଗୁଣାତ୍ମକ ମୂଲ୍ୟାଙ୍କନ ପ୍ରଦାନ କରିଛି ଏବଂ ପରୀକ୍ଷା ସ୍ଥିତିରେ ଶୀଘ୍ର ଉତ୍ତର ମନେପକାଇବା ପାଇଁ ସକ୍ଷମ କରିବାକୁ ସେମାନଙ୍କର ସାମର୍ଥ୍ୟ ବିଷୟକୁ କିପରି ସୁଦୃଢ଼ କରାଯିବ, ସେ ସମ୍ବନ୍ଧରେ ଏହି ପ୍ଲାଟଫର୍ମ ସେମାନଙ୍କୁ ସୂଚନା ଦେଇଛି ।
ରେ 11th CBSE ରେ 21.1% ସ୍କୋର୍ ବୃଦ୍ଧି ହୋଇଛି
ରେ Mathematicsପାଇଁ BITSAT ରେ 30.2% ସ୍କୋର୍ ବୃଦ୍ଧି ହୋଇଛି
ଶିକ୍ଷା ଜଗତର ଶ୍ରେଷ୍ଠ ଶିକ୍ଷକଙ୍କୁ ପ୍ରେରଣା
ରେ BITSAT ରେ 75.6% ସ୍କୋର୍ ବୃଦ୍ଧି ହୋଇଛି
ରେ 11th CBSE ରେ 11.4% ସ୍କୋର୍ ବୃଦ୍ଧି ହୋଇଛି
ପ୍ରୋଫେସର୍ ପି.ସି.ଥୋମାସ୍
କ୍ଲାସ୍ | କେରଳ | 2019
ସ୍ପିଡ୍
କ୍ୱାଲିଟି
Embibe ବ୍ୟବହାର କରିବା ଦ୍ୱାରା ଉଭୟ ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ଉପରେ ଏକ ବଡ଼ ପ୍ରଭାବ ପଡ଼ିଛି | ଶିକ୍ଷାର୍ଥୀମାନେ ନିର୍ଦ୍ଦିଷ୍ଟ ଫିଡବ୍ୟାକ୍ ପାଆନ୍ତି ଏବଂ ଆମେ ଦେଖିଲୁ ଯେ, ଆମର ଭଲ ଶିକ୍ଷାର୍ଥୀମାନଙ୍କ ମଧ୍ୟରୁ 54% ଶିକ୍ଷାର୍ଥୀ 90+ ପର୍ସେଣ୍ଟାଇଲ୍ ସ୍କୋର କରିଛନ୍ତି, ଯାହା ଏକ ଉଲ୍ଲେଖନୀୟ ଫଳାଫଳ । ପରମ ଓ ସକ୍ଷମ ପରି Embibe ର ବୈଶିଷ୍ଟ୍ୟଗୁଡ଼ିକ ଆମର ଶିକ୍ଷକମାନଙ୍କୁ ସେମାନଙ୍କର ନିଜସ୍ୱ ପ୍ରଶ୍ନ ଅପଲୋଡ୍ କରିବାକୁ ଏବଂ ସେମାନଙ୍କ ସୁବିଧାରେ ଟେଷ୍ଟ ପରିଚାଳନା କରିବାକୁ ସଶକ୍ତ କରିଥାଏ । ଯାହା ଦ୍ୱାରା ମୂଲ୍ୟବାନ ସମୟ ବଞ୍ଚିଥାଏ ଏବଂ ସେହି ସମୟରେ ଶ୍ରେଣୀଗୃହ ଭିତରେ ଶିକ୍ଷାର୍ଥୀମାନଙ୍କୁ ଗାଇଡ୍ କରାଯାଇପାରେ ।
ରେ JEE Main ରେ 74.7% ସ୍କୋର୍ ବୃଦ୍ଧି ହୋଇଛି
ରେ Quantitative Aptitudeପାଇଁ Insurance ରେ 52.7% ସ୍କୋର୍ ବୃଦ୍ଧି ହୋଇଛି
ସବୁଠୁ ଭଲ ପିଲାଙ୍କ ପାଇଁ ମଧ୍ୟ ସହାୟକ
ରେ 12th CBSE ରେ 83.7% ସ୍କୋର୍ ବୃଦ୍ଧି ହୋଇଛି
ରେ JEE Advanced ରେ 76.7% ସ୍କୋର୍ ବୃଦ୍ଧି ହୋଇଛି
ରେ BITSAT ରେ 63.3% ସ୍କୋର୍ ବୃଦ୍ଧି ହୋଇଛି
ରେ Quantitative Aptitudeପାଇଁ Insurance ରେ 50.0% ସ୍କୋର୍ ବୃଦ୍ଧି ହୋଇଛି